ପର୍ମେସର୍କେ ଡାକ୍ପୁଟା ତାର୍ ବଡ୍ ବଡ୍ କାମର୍ ପାଇ ତାକେ ଆରାଦନା କରା । ଲକ୍ମନ୍କେ ବିଚାର୍ କର୍ବାକେ ତାର୍ ବେଲା କେଟ୍ଲାଆଚେ । ସରଗ୍, ଦର୍ତନି, ସମ୍ଦୁର୍, ଆରି ପାଜ୍ରା ପାନି ସବୁଜାକ ସେ ତିଆର୍କଲାଆଚେ, ତାକେ ଜୁଆର୍ କରା Post Views: 0